ବଲାଙ୍ଗୀର,୨୮/୧୨(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ନିକଟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । କେହି ମୃତଶିଶୁକୁ କମ୍ବଳ ଭିତରେ ଘୋଡାଇ ଛାଡି ଚାଲିଯାଇଥିବା ସୂଚନା । ଘଟଣାସ୍ଥଳରେ ସ୍ବେଚ୍ଛାସେବୀ ସଂଗଠନ ମୃତଶିଶୁକୁ ଉଦ୍ଧାର କରି ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ।