କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ପକ୍ଷରୁ ୧ଟନ୍ ୩ କ୍ବିଣ୍ଟାଲ ୫୭କେଜି ଓଜନର ଗଞ୍ଜେଇ ଜବତ ।

146
ADVERTISEMENT

କୋରାପୁଟ,୨୭/୧୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ପକ୍ଷରୁ ୧ଟନ୍ ୩ କ୍ବିଣ୍ଟାଲ ୫୭କେଜି ଓଜନର ଗଞ୍ଜେଇ ଜବତ ।

ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାରଥିବାବେଳେ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ୩୫ଲକ୍ଷ ଟଙ୍କା ହେବବୋଲି ମାଛକୁଣ୍ଡ ପୋଲିସ ସୂତ୍ରରୁ ପ୍ରକାଶ ।

Advertisement