ଗୋଷ୍ଠୀ ସଂଘର୍ଷରେ ଜଣକର ମୃତ୍ଯୁ ହୋଇଥିବା ବେଳେ ତିନି ଜଣ ଗୁରୁତର ।

86
ADVERTISEMENT

ମୟୂରଭଞ୍ଜ,୨୬/୧୨(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତରେ ଗୋଷ୍ଠୀ ସଙ୍ଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣକର ମୃତ୍ଯୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇସ୍ଥାନୀୟ ହସ୍ପିଟାଲରେ ଭର୍ତି । ଫଳରେ ଆଇନ ଶୃଙ୍ଖଳାର ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ ସହ ୧୪୪ ଧାରା ଜାରି ।

Advertisement