ଆଞ୍ଚଳିକକଟକ କଟକ ଉପକଣ୍ଠ ଦାହାପାଟଣାରୁ ୨.୫ କ୍ୱିଇଣ୍ଟାଲ୍ ନକଲି ଜର୍ଦ୍ଦା ଜବତ। By Dunia Halchal - December 25, 2021 108 Share FacebookTwitterPinterestWhatsApp ADVERTISEMENT କଟକ,୨୫/୧୨(ଡ଼ି.ଏଚ ବ୍ୟୁରୋ):-କଟକ ଉପକଣ୍ଠ ଦାହାପାଟଣାରୁ ପୋଲିସ ପକ୍ଷରୁ ବେଆଇନ୍ କାରଖାନା ଠାବ ସହ ୨.୫ କ୍ୱିଇଣ୍ଟାଲ୍ ନକଲି ଜର୍ଦ୍ଦା ଜବତ । ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ । ଏବଂ ଏହାସହିତ ବେଆଇନ୍ ଭାବେ ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ । Advertisement