ଆଞ୍ଚଳିକକଟକ କଟକ ଚୌଦ୍ବାର ମଙ୍ଗୁଳି ଛକନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । By Dunia Halchal - December 23, 2021 113 Share FacebookTwitterPinterestWhatsApp ADVERTISEMENT କଟକ,୨୩/୧୨(ଡ଼ି.ଏଚ ବ୍ୟୁରୋ):-କଟକ ଚୌଦ୍ବାର ମଙ୍ଗୁଳି ଛକନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ।ଏବଂ ସ୍ଥାନୀୟ ପୋଲିସର ତଦନ୍ତ ଜାରି । Advertisement