କେନ୍ଦୁଝର,୨୦/୧୨(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଆରଆଇ କାର୍ଯ୍ୟାଳୟରେ ଜଣେ ମହିଳା ଆରଆଇଙ୍କୁ ବୃଦ୍ଧାଙ୍କ ଆକ୍ରମଣ । ଗୁରୁତର ଅବସ୍ଥାରେ ମହିଳା ଆରଆଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂ ଉକ୍ତ ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ବୃଦ୍ଧ ଗୋବିନ୍ଦ ଜେନାଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଜାରି ।