ଲମତାପୁଟ,୧୮/୧୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏକ ପିକ୍ଅପ୍ ଭ୍ୟାନ୍ରେ ପ୍ରାୟ ୧୬ଟି ବସ୍ତାରେ ୩ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ପକ୍ଷରୁ ଗଞ୍ଜେଇ ଜବତ ସହ ଗାଡ଼ି ଡ୍ରାଇଭର ଗିରଫ । ଏବଂ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।