କୋରାପୁଟର ଭାଂସିଠାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ ।

87
ADVERTISEMENT

କୋରାପୁଟ,୧୭/୧୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟର ଭାଂସିଠାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଫଳରେ ବିଶାଖାପାଟଣାରୁ କିରଣ୍ଡୁଲକୁ ଯାଉଥିବା ୨ଟି ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହେବ ସହ ଘଟଣାସ୍ଥଳରେ ରେଳ ବିଭାଗ ଟିମ ପକ୍ଷରୁ ତଦନ୍ତ ଜାରି ।

Advertisement