ଆଞ୍ଚଳିକପୁରୀ ପୁରୀ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ-ଫ୍ଲାଗ୍ ବିଚ୍କୁ ତୀବ୍ର ବିରୋଧ । By Dunia Halchal - December 17, 2021 98 Share FacebookTwitterPinterestWhatsApp ADVERTISEMENT ପୁରୀ,୧୭/୧୨(ଡ଼ି.ଏଚ ବ୍ୟୁରୋ):-ପୁରୀ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ-ଫ୍ଲାଗ୍ ବିଚ୍କୁ ତୀବ୍ର ବିରୋଧ । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ପକ୍ଷରୁ ଖୋଳାଯାଇଥିବା ବାଲିରେ ବସି କ୍ଷୁଦ୍ର ଓ ଉଠା ବ୍ୟବସାୟୀ ପ୍ରତିବାଦ କରିବା ସହ ରନ୍ତ ଏହି ବ୍ଲୁ-ଫ୍ଲାଗ ବିଚ୍ ବାତିଲ ପାଇଁ ଦାବି କରିଛନ୍ତି । Advertisement