ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ନିକଟରେ ହାତୀ ଆକ୍ରମଣରେ ଦାଦା ମୃତ ,ପୁତୁରା ଗୁରୁତର ।

92
ADVERTISEMENT

ମୟୁରଭଞ୍ଜ,୧୭/୧୨(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ନିକଟରେ ହାତୀ ଆକ୍ରମଣରେ ଦାଦା ମୃତ ,ପୁତୁରା ଗୁରୁତର । ସେମାନେ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Advertisement