ପାରଳାଖେମୁଣ୍ଡି:- ଜବତ ହେଲା ୯୫ରୁ ଅଧିକ ରକ୍ତ ଚନ୍ଦନ କାଠ ।

93
ADVERTISEMENT

ପାରଳାଖେମୁଣ୍ଡି ,୧୬।୧୨(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜଣେ ବ୍ୟବସାୟୀଙ୍କ ଘରୁ ଗଜପତି ପୋଲିସ, ଓ ଅବକାରୀ ବିଭାଗ ପକ୍ଷରୁ ଜବତ ହେଲା ୯୫ରୁ ଅଧିକ ରକ୍ତ ଚନ୍ଦନ କାଠ । ବ୍ୟବସାୟୀ ଜି. ରାମା ରାଓଙ୍କ ଘରେ ଚଢ଼ାଉ କରି ଏସବୁ କାଠକୁ ପୋଲିସ ଜବତ କରିଥିବାବେଳେ ଉକ୍ତ କାଠର ଆନୁମାନିକ ମୁଲ୍ୟ ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ।

Advertisement