ଆଞ୍ଚଳିକଭଦ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍ । By Dunia Halchal - December 14, 2021 89 Share FacebookTwitterPinterestWhatsApp ADVERTISEMENT ଭଦ୍ରକ,୧୪/୧୨(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥର ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବାବେଳେ ସ୍ଥାନୀୟ ଲୋକେ ଆଳୁ ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଥିଲା । Advertisement