କଟକ,୧୩/୧୨(ଡ଼ି.ଏଚ ବ୍ୟୁରୋ):-ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ । ଫଳରେ ପ୍ରାୟ ୨୦ ଯୁବ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଉଠାଇନେଲା ପୁଲିସ । ସେପଟେ କଟକରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ଶହ କୋଟି ଟଙ୍କା ପ୍ରକଳ୍ପର ଭେଟିଦେବା ସହ ବାଣ୍ଟିଲେ ବିଏସ୍ କେ ଓ୍ବାଇର ସ୍ମାର୍ଟ ହେଲଥ କାର୍ଡ ।