ଆଞ୍ଚଳିକବାଲେଶ୍ଵର ବାଲେଶ୍ବର ଜିଲ୍ଲା ସୋର ମହାବୀର ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ କଲେ ଦୁର୍ବୃତ୍ତ । By Dunia Halchal - December 11, 2021 87 Share FacebookTwitterPinterestWhatsApp ADVERTISEMENT ସୋର,୧୧/୧୨(ଡ଼ି.ଏଚ ବ୍ୟୁରୋ):-ପେଟ୍ରୋଲ ପମ୍ପରେ ଡକାୟତି l ବାଲେଶ୍ବର ଜିଲ୍ଲା ସୋର ମହାବୀର ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ କଲେ ଦୁର୍ବୃତ୍ତ । ପ୍ରାୟ ୩୦ ହାଜର ଟଙ୍କାରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ଥିବାବେଳେ ଲୁଟ ବେଳର ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । Advertisement