ଆଞ୍ଚଳିକବଲାଙ୍ଗୀର ୯ କିଲୋ ଓଜନର ହାତୀ ଦାନ୍ତ ଜବତ ସହ ଜଣେ ଗିରଫ । By Dunia Halchal - December 8, 2021 94 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର,୦୮/୧୨(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସଟିଏଫର ଚଢାଉ ବେଳେ ୯ କିଲୋ ଓଜନର ହାତୀ ଦାନ୍ତ ଜବତ ସହ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ବିପୁଲ ବାଗ । । Advertisement