ଆଞ୍ଚଳିକଗଜପତି SBI ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବେଳେ ୩ ଲୁଟେରା ଗିରଫ । By Dunia Halchal - December 7, 2021 86 Share FacebookTwitterPinterestWhatsApp ADVERTISEMENT ପାରଳାଖେମୁଣ୍ଡି,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସନ୍ତୋଷି ପୋଲିସ ଷ୍ଟେସନ ନିକଟରେ ଥିବା ଏକ SBI ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବେଳେ ୩ ଲୁଟେରା ଗିରଫ । ସେମାନେ ଏଟିଏମ୍ ତାଡି ଟଙ୍କା ବାହାର କରୁଥିବାବେଳେ ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । Advertisement