ଆଞ୍ଚଳିକଯାଜପୁର ଯାଜପୁର ଦଶରଥପୁର ବାଳିକା ବିଦ୍ୟାଳୟର ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ । By Dunia Halchal - December 7, 2021 78 Share FacebookTwitterPinterestWhatsApp ADVERTISEMENT ଯାଜପୁର,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଯାଜପୁରରେ ବ୍ୟାପିଲା କରୋନା । ଦଶରଥପୁର ବାଳିକା ବିଦ୍ୟାଳୟର ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସମସ୍ତଙ୍କୁ ସ୍ବତନ୍ତ୍ର ଗୃହ ଆଇସୋଲେସନରେ ରଖାଯାଇଛି । ଏ ନେଇ ମଙ୍ଗଳପୁର ମେଡିକାଲ ଅଫିସରଙ୍କ ସୂଚନା । Advertisement