ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନ ସିପାହୀ ସହଦେବ ପରିଡା ।

110
ADVERTISEMENT

କଟକ,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନ ସିପାହୀ ସହଦେବ ପରିଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଦେବଙ୍କ ବାସଭବନ ସମେତ ସରକାରୀ କ୍ବାର୍ଟର, ତିଗିରିଆ ସ୍ଥିତ ୩ ମହଲା ବିଲ୍ଡିଂ, ଗଣ୍ଡରପୁର ସ୍ଥିତ ଘର, ପୁରୀ ଚନ୍ଦନପୁର ସ୍ଥିତ ପୈତୃକ ବାସଭବନ, ପୁରୀ ମାଳତୀପାଟପୁର ସ୍ଥିତ ଶ୍ବଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚଢାଉ ଜାରି ।

Advertisement