ବଲାଙ୍ଗୀର,୬/୧୨(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଚାନ୍ଦୋତରା ମୁଖ୍ୟ ଛକ ଭୁର୍ଷାଗୁଡ଼ା ଠାରେ ଦୁର୍ଘଟଣାଗ୍ରସ୍ତ ବାଇକ୍ ରୁ ୩ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ସହଏକ ମୋବାଇଲ୍ ଜବତ । ଜବତ ଗଞ୍ଜେଇର ଓଜନ ପ୍ରାୟ ୩୦ କେଜି ହୋଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବବୋଲି ପୋଲିସ ସୂତ୍ରରୁ ପ୍ରକାଶ ।