ଭୁବନେଶ୍ୱର,୦୪/୧୨(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଜଣେ ଯବାନ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ହାରିଲେ ଜୀବନ । ମୃତକ ହେଲେ SSBNର ଯବାନ ଦୁର୍ଯୋଧନ ମାଝୀ । ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ପାରିବାରିକ କଳହରୁ ଦୁର୍ଯୋଧନ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା I