ଗଜପତି ଜିଲ୍ଲା କୁସୁମପୁର ଗାଁ ନିକଟରେ ୧୧୫ କେଜି ଓ଼ଜ଼ନର ଗଞ୍ଜେଇ ଜବତ ସହ ୨ ଜଣ ଗିରଫ।

88
ADVERTISEMENT

ଗଜପତି,୩/୧୨(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା କୁସୁମପୁର ଗାଁ ନିକଟରେ ମୋହନା ପୋଲିସର ଚଢ଼ାଉ ବେଳେ ଏକ କାର ସହ ୧୧୫ କେଜି ଓ଼ଜ଼ନର ଗଞ୍ଜେଇ ଜବତ ସହ ୨ ଜଣ ଗିରଫ । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତରୁ ପ୍ରକାଶ ।ଏବଂ ୨ ଅଭିଯୁକ୍ତ ହେଲେ ହେଲେ କପାଖାଲ ଗାଁର ରାଜମୋହନ ଗମାଙ୍ଗ ଓ ଘୋଡାପଦର ଗାଁର ଉସାୟ ମଣ୍ଡଳ ।

Advertisement