ଚଣ୍ଡିଖୋଲ,୩/୧୨(ଡ଼ି.ଏଚ ବ୍ୟୁରୋ):-ଲାଇନଚ୍ୟୁତ ହେଲା ଯଶମନ୍ତପୁର-ହାୱଡା ଦୂରନ୍ତ ଏକ୍ସପ୍ରେସ । ହରିଦାସପୁର ନିକଟରେ ଟ୍ରେନର ଗୋଟିଏ ବଗି ଲାଇନ୍ ତଳକୁ ଖସିଯାଇଥିବା ଫଳରେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା । ଏବଂ ଲାଇନଚ୍ୟୁତ ଯୋଗୁ ସେହି ରୁଟରେ ଯିବାକୁ ଥିବା ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।