ଆଞ୍ଚଳିକକୋରାପୁଟ କୋରାପୁଟ:- ଜଣେ ଓଏସଏପି ଯବାନଙ୍କ ଆତ୍ମହତ୍ୟା । By Dunia Halchal - December 2, 2021 100 Share FacebookTwitterPinterestWhatsApp ADVERTISEMENT କୋରାପୁଟ,୦୨/୧୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ସର୍କିଟ ହାଉସ ନିକଟ ଜଙ୍ଗଲରେ ଜଣେ ଓଏସଏପି ଯବାନଙ୍କ ଆତ୍ମହତ୍ୟା । ମୃତ ଯବାନ ହେଲେ ସୁନ୍ଦରଗଡର ଦୀପକ ଡୁଙ୍ଗଡୁଙ୍ଗ । ସେ ଗତ କାଲିଠାରୁ ନିଖୋଜ ଥିଲା । ଏବଂ ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ସୂଚନା । Advertisement