ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଜଣେ ମହିଳା ବାଇକ୍ ରେ ଯିବା ବେଳେ ମହିଳାଙ୍କଠୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ ।

89
ADVERTISEMENT

ଧର୍ମଶାଳା,୦୨/୧୨(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଜଣେ ମହିଳା ବାଇକ୍ ରେ ଯିବା ବେଳେ ମହିଳାଙ୍କଠୁ ସୁନା ଚେନ୍ ଓ ହାର ଝାମ୍ପିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ମହିଳା ଜଣକ ଗାଡ଼ିରୁ ତଳକୁ ଖସିପଡ଼ି ଗୁରୁତର ଭାବେ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଏ ନେଇ ଧର୍ମଶାଳା ପୋଲିସର ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ।

Advertisement