ବଲାଙ୍ଗିର,୦୧/୧୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ । ଗତକାଲି ଭିଜିଲାନ୍ସ ପକ୍ଷରୁ ବିନୋଦଙ୍କ କାରରୁ ଜବତ ହୋଇଥିଲା ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ।ଫଳରେ ଭିଜିଲାନ୍ସ ଟିମ୍ ର ଛାନଭିନ୍ ଜାରି ଥିବାବେଳେ ବର୍ତ୍ତମାନ ତାଙ୍କ ବାସଭବନରୁ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଜବତ ହୋଇଛି ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ ।