ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ।

81
ADVERTISEMENT

ବାରିପଦା,୨୯/୧୧(ଡ଼ି.ଏଚ ବ୍ୟୁରୋ):-ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଜିଲ୍ଲାର ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବିରେ ଆଦିବାସୀ ଛାତ୍ର ସଂଗଠନ ”ମାସା ଆର୍ମି” ପକ୍ଷରୁ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ । ଫଳରେ ଦୋକାନ ବଜାର ବନ୍ଦ ରହିବା ସହ କିଛି ସମୟ ପାଇଁ ଜାତୀୟ ରାଜପଥରେ ଶହ ଶହ ଗାଚି ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

Advertisement