ଆଞ୍ଚଳିକଗଜପତି ବଜ୍ରକlପ୍ତl ବିକ୍ରିବେଳେ ୧୮ କେଜି ଓଜନର ବଜ୍ରକlପ୍ତl ଉଦ୍ଧାର । By Dunia Halchal - November 27, 2021 92 Share FacebookTwitterPinterestWhatsApp ADVERTISEMENT ଗଜପତି,୨୭/୧୧(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଅଡବା ଥାନା ଗୁରୁଝୁଳି ପଞ୍ଚାୟତ ଚିଡାଙ୍ଗପଙ୍କl ଗାଁରେ ବଜ୍ରକlପ୍ତl ବିକ୍ରିବେଳେ ୧୮ କେଜି ଓଜନର ବଜ୍ରକlପ୍ତl ଉଦ୍ଧାର । ଏହାସହ ୨ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। Advertisement