କୋରାପୁଟ,୨୬/୧୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦାବୁଗୁଡ଼ା ନିକଟରେ ସଡକ ଦୁର୍ଘଟଣା । ଜଣେ ଛାତ୍ର ସ୍କୁଟିରେ ଯିବାବେଳେ ଘନ କୁହୁଡି ଯୋଗୁଁ ଭାରସ୍ୟାମ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ଛାତ୍ର ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍କୁଟିଟି ବ୍ରିଜ୍ ତଳକୁ ଖସି ପଡିଥିଲା ।ଏବଂ ମୃତ ଛାତ୍ର ଜଣଙ୍କ ହେଲେ ନନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମର ଶରତ ଚନ୍ଦ୍ର ସିଶା ।