ମହାନଦୀରେ ଗାଧୋଇବାକୁ ଯାଇ ଭାସିଯାଇ ନିଖୋଜ ଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର।

114
ADVERTISEMENT

କଟକ,୨୬/୧୧(ଡ଼ି.ଏଚ ବ୍ୟୁରୋ):-ମହାନଦୀରେ ଗାଧୋଇବାକୁ ଯାଇ ଭାସିଯାଇ ନିଖୋଜ ଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଅଗ୍ନିଶମ ବାହିନୀଙ୍କ ସହାୟତାରେ ଗତକାଲି ଜଗା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆକାଶ ବାହାଲିଆ ଓ ଚନ୍ଦନ ବେହେରା ଓ ଛାତ୍ର ଶୁଭମ ସେଠୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବଂ ସମସ୍ତ ଛାତ୍ର କଟକ ପୋତାପୋଖରୀ ଅଞ୍ଚଳର ।

Advertisement