ମୟୁରଭଞ୍ଜ,୨୫/୧୧ (ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଲୋଧାସାହିରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫଳରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବଂ ଘଟଣାସ୍ଥଳରେ ବେତନଟୀ ଥାନା ପୋଲିସ ପହଞ୍ଚି ଉଭୟଙ୍କ ଶବ ଜବତ କରିବା ସହି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ସୂଚନା ।