ଆଞ୍ଚଳିକମୟୂରଭଞ୍ଜ ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ । By Dunia Halchal - November 25, 2021 88 Share FacebookTwitterPinterestWhatsApp ADVERTISEMENT ବାରିପଦା,୨୫/୧୧ (ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ଏକକାଳୀନ ୧୨ଟି ସ୍ଥାନରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ ଜାରି । Advertisement