କୋରାପୁଟ,୨୫/୧୧ (ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ପକ୍ଷରୁ ୩ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତ । ମାଫିଆମାନେ ଅଭିନବ ଉପାୟରେ ଛତିଶ ଗଡକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ।ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତରୁ ପ୍ରକାଶ ।