ବସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ।

93
ADVERTISEMENT

ବାରିପଦ,୨୪/୧୧(ଡ଼ି.ଏଚ ବ୍ୟୁରୋ):-ବସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ । ବାରିପଦା ବସଷ୍ଟାଣ୍ଡ ଠାରେ ବାରିପଦା ଟାଉନ ପୋଲିସ ପକ୍ଷରୁ ଦାସ ଏଣ୍ଡ ଦାସ ବସର ଯାଞ୍ଚି ବେଳେ ୪୮କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ୩ ଜଣ ଥାନାରେ ଅଟକ ।

Advertisement