ବଲାଙ୍ଗିର-ସୋନପୁର ୫୭ନଂ ଜାତୀୟ ରାଜପଥ ରଣ୍ଡାଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

99
ADVERTISEMENT

ବଲାଙ୍ଗିର,୨୪/୧୧(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗିର-ସୋନପୁର ୫୭ନଂ ଜାତୀୟ ରାଜପଥ ରଣ୍ଡା ଛକନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ଏବଂ ସମସ୍ତ ସୁନ୍ଦରଗଡ଼ ଖଣ୍ଡାଧାରରୁ ପିକନିକ ସାରି ଏକ ବୋଲେରୋ ଯୋଗେ ଘରକୁ ଫେରୁଥିଲେ।

Advertisement