କନ୍ଧମାଳ ଜିଲ୍ଲା ପରିଙ୍ଗିଆ ପଞ୍ଚାୟତବାସୀ ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ କଲେ ରାସ୍ତାରୋକ ।

91
ADVERTISEMENT

କନ୍ଧମାଳ,୨୩/୧୧ (ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ପରିଙ୍ଗିଆ ପଞ୍ଚାୟତବାସୀ ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ କଲେ ରାସ୍ତା ରୋକ । ମୃତ ଯୁବକ ଜଣକ ହେଲେ ସାଇତିଙ୍ଗିଆ ଗ୍ରାମର ଅମିତ ନାୟକ । ଗତ କିଛି ଦିନ ତଳେ ଗଂଜେଇ ଚାଲାଣ ଅଭିଯୋଗରେ ଅବକlରୀ ବିଭାଗ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ । ଏବଂ କୌଣସି କାରଣରୁ ଛାତରୁ ପଡି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l

Advertisement