ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର ।

100
ADVERTISEMENT

ବଲାଙ୍ଗୀର ,୨୩/୧୧ (ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର ।ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ, ୮ ଜଣ ମହିଳା ଓ ୪ଜଣ ଶିଶୁ ଥିବାବେଳେ ଏମାନଙ୍କୁ ନେଇ ଯାଉଥିବା ଦଲାଲକୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ।

Advertisement