ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁ ।

82
ADVERTISEMENT

ବରଗଡ଼,୨୩/୧୧ (ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବରଗଡ଼ ସ୍ଥିତ ସରକାରୀ ଅଫିସ ଓ ବରପାଲି ବାସଭବନରେ ଏକକାଳୀନ ଭିଜିଲାନ୍ସ ଟିମ୍ ର ଚଢ଼ାଉ ଜାରି। ଏବଂ ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ସହ ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସର ଦୁଇଟି ଟିମ ସାମିଲ ହୋଇଥିବା ସୂଚନା ।

Advertisement