କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ ବଜ୍ରକାପ୍ତା ବେପାରୀ ଗିରଫ।

110
ADVERTISEMENT

ବାଲିଗୁଡା,୧୮/୧୧ (ଡ଼ି.ଏଚ ବ୍ୟୁରୋ):-ପୁଣି ଏସଟିଏଫ କବଜାରେ ବଜ୍ରକାପ୍ତା ବେପାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ୨ଜଣ ବଜ୍ରକାପ୍ତା ବେପାରୀ ଗିରଫ ହେବ ସହ ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଗିରଫ ୨ ବ୍ୟବସାୟୀ ହେଲେ ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ ।

Advertisement