ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ।

100
ADVERTISEMENT

ଗଜପତି,୧୮/୧୧ (ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ରାୟଗଡ଼ ବ୍ଲକର ଜିରାଙ୍ଗ ଗ୍ରାମରେ ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ । ଏଥିରେ କିଛି ବରିଷ୍ଠ ବିଜେପି ଓ କଂଗ୍ରେସ କର୍ମୀ ନିଜ ନିଜର ଦଳ ଛାଡି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଉପସ୍ଥିତିରେ ବିଜେଡ଼ିରେ ହେଲେ ସାମିଲ I

Advertisement