ଆଞ୍ଚଳିକକୋରାପୁଟ କୋରାପୁଟ ଜିଲ୍ଲା ସେମିଳିଗୁଡା-ଦାମନଯୋଡି ରାସ୍ତାନିକଟରୁ ନକଲି ଗୁଟଖା କାରଖାନା ଠାବ । By Dunia Halchal - November 17, 2021 110 Share FacebookTwitterPinterestWhatsApp ADVERTISEMENT କୋରାପୁଟ ,୧୭/୧୧ (ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ସେମିଳିଗୁଡା-ଦାମନଯୋଡି ରାସ୍ତାନିକଟରୁ ନକଲି ଗୁଟଖା କାରଖାନା ଠାବ । ସେମିଳିଗୁଡା ପୋଲିସର ଚଢାଉ ବେଳେ ୫୦ଲକ୍ଷ ଟଙ୍କାର ନକଲି ଗୁଟଖା ପ୍ୟାକେଟ ସହ ଗୁଟଖା ତିଆରି ମେସିନ, ସରଞ୍ଜାମ, କେମିକାଲ, ଚୂନ ଜବତ । ଏବଂ ଜଣେ ଅଭିଯୁକ୍ତ ଗିରଫ । Advertisement