ମାରଣାସ୍ତ୍ର ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ ।

90
ADVERTISEMENT

ମୟୁରଭଞ୍ଜ,୧୧/୧୧ (ଡ଼ି.ଏଚ ବ୍ୟୁରୋ ):-ମାରଣାସ୍ତ୍ର ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । CCTVରେ କଏଦ ହେଲା ଲାଇଭ୍ ଦୃଶ୍ଯ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରୁ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଛୁରି ଓ ବନ୍ଧୁକଦେଖାଇ କିଛି ଦୃବୃତ୍ତ ଡକାୟତି କରି ଫେରାର । ଅଭିଯୋଗ ପରେ ବୈଶିଙ୍ଗା ଥାନା ପୋଲିସର ତଦନ୍ତ ଜାରିଥିବାବେଳେ ଲୁଟ୍ ର ପରିମାଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।

Advertisement