ମାଲକାନଗିରି ,୧୦/୧୧ (ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ଦନ୍ତେୱାଡା ଜିଲ୍ଲାର ଟେଟମ ଗାଁରେ ଗୁଇନ୍ଦା ପୋଲିସ କର୍ମଚାରୀଙ୍କୁ ଗୁଳି କରି କଲେ ହତ୍ୟା । ମୃତକ ହେଲେ ସେହି ଗ୍ରାମର ଉମେଶ ମାଡକମ। ସେ ସିଆରପିଏଫ କ୍ୟାମ୍ପ ସ୍ଥାପନ ହେବା ଲାଗି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।