ସିଆରପିଏଫ ଯବାନଙ୍କ ଗୁଳିରେ ତିନି ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ।

96
ADVERTISEMENT

ମାଲକାନଗିରି ,୮/୧୧ (ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା ଲିଙ୍ଗନପାଲି ଥାନା ଅନ୍ତର୍ଗତ ମରଇଗୁଡା ସିଆରପିଏଫ କେମ୍ପରେ ଜଣେ ସିଆରପିଏଫ ଯବାନଙ୍କ ଗୁଳିରେ ତିନି ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି । ତେବେ ଯବାନ ଜଣକ କାହିଁକି ନିଜ ବନ୍ଧୁକରୁ ଏପରି ଗୁଳି ଚାଳନା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

Advertisement