୯ଟି ବସ୍ତାରୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ ।

92
ADVERTISEMENT

କୋରାପୁଟ,୭/୧୧ (ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଜବାଗଡ ଗ୍ରାମ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଲାପୁଟ ପୋଲିସ ପକ୍ଷରୁ ୯ଟି ବସ୍ତାରୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ । ଏବଂ ଘଟଣା ସ୍ଥଳରୁ ୪ ଗଞ୍ଜେଇ ମାଫିଆ ଫେରାର ଥିବାବେଳେ ଜବତ ଗଞେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ସେହିଭଳି ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗୁହାଳରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ, ବାପା-ପୁଅ ଅଟକ।

Advertisement