ମମିତା ମେହେର ହତ୍ୟା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ବନ୍ଦ ।

97
ADVERTISEMENT

ଗଜପତି,୬/୧୧(ଡ଼ି.ଏଚ ବ୍ୟୁରୋ):-ମମିତା ମେହେର ହତ୍ୟା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ବନ୍ଦ । ଜିଲ୍ଲାର ମୋହନା, ଚନ୍ଦ୍ରଗିରି, ଅଡବା, ଆର. ଉଦୟଗିରିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।

Advertisement