ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ମୃତ୍ୟୁକୁ ନେଇ ୫୯ନଂ ଜାତୀୟ ରାଜପଥ ଅବରୋଧ ।

110
ADVERTISEMENT

ବାଲିଗୁଡ଼ା ,୫/୧୧ (ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ମୃତ୍ୟୁକୁ ନେଇ ମୃତକଂକ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଅଭିଯୋଗରେ ଡାକ୍ତରଖାନା ପରିସରରେ ବିକ୍ଷୋଭ କରିବା ସହ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ୫୯ନଂ ଜାତୀୟ ରାଜପଥ ଅବରୋଧ କରିଥିବା ସୂଚନା ।

Advertisement