କୋରାପୁଟ,୨୯/୧୦(ଡ଼ି.ଏଚ ବ୍ୟୁରୋ):-ପୁଣି କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରେ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ । ଏକ ଅଟୋରେ ୫୦ କେଜି ଓଜନର ଗଞ୍ଜେଇ ଚାଲାଣ ବେଳେ ପାଡୁଆ ପୋଲିସ ପକ୍ଷରୁ ଗଞ୍ଜେଇ ଜବତ ସହ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଆନ୍ଧ୍ର ପ୍ରଦେଶରେ ବେଞ୍ଜିଂ ମୋହନ Iଏବଂ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।