ସମ୍ବଲପୁର,୨୪/୧୦(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଓ୍ବେବସାଇଟ ହ୍ୟାକ୍ । ଓ୍ବେବସାଇଟକୁ କେହି ଜଣେ ହ୍ୟାକର ହ୍ୟାକ୍ କରଥିବା ବେଳେ ସେଥିରେ ହ୍ୟାକ୍ ଡେଭିଲ କିଲର ଓ ଅଲ ପାକିସ୍ତାନୀ ବୋଲି ଲେଖାହୋଇଛି | ଫଳରେ ପାକିସ୍ତାନ ହ୍ୟାକରଙ୍କ ଦ୍ବାରା ଗ୍ରୀଭାନ୍ସ ଓ୍ବେବସାଇଟ tହ୍ୟାକ୍ କରାଯାଇଥିବା ସନ୍ଦେହ । ଏବଂ ବର୍ତ୍ତମାନ ସୁଦ୍ଧା ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ନାହିଁ |