ଜଳେଶ୍ୱର ଅଂଚଳରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ।

103
ADVERTISEMENT

ଜଳେଶ୍ୱର ,୨୨/୧୦(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଜଳେଶ୍ବର ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢାଉବେଳେ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇ ଥିବାବେଳେ ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ଓ ଅନ୍ୟ ଜଣେ ଫେରାର୍ ହୋଇଯାଇଥିବା ସୂଚନା ।ଏବଂ ଚଢ଼ଉ ବେଳେ ପୋଲିସ୍ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ।

Advertisement