ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

105
ADVERTISEMENT

ଚୌଦ୍ୱାର ,୨୨/୧୦(ଡ଼ି.ଏଚ ବ୍ୟୁରୋ):-ଚୌଦ୍ୱାର ଟାଙ୍ଗି ବନ୍ଦାଳସ୍ଥିତ ୫୫ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଫଳରେ ୨ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଭାବେ ଆହତ ହୋଇ କଟକ ଏସ୍ସିବିକୁ ସ୍ଥାନାନ୍ତର । ଘଟଣାସ୍ଥଳରେ ଟାଙ୍ଗି ପୋଲିସ ର ତଦନ୍ତ ଜାରି ଥିବାବେଳେ ଉକ୍ତ ବସ୍ ଟି କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା ବୋଲି ସୂଚନା ।

Advertisement